ଲଜ୍ୟା ଜନକ ଭିଡ଼ିଓ ଟିଉସନ୍ ଯାଇ ଗର୍ଭବତୀ ହେଲା ନବମ ଶ୍ରେଣୀ ଝିଅ।ଭିଡ଼ିଓ ରାତିରେ ଦେଖନ୍ତୁ

jkgiu yyuu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଟିଉସନ ଜାଇ ଗର୍ଭବତୀ ହେଲା ନବମ ଶ୍ରେଣୀ ଝିଅ ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ବନ୍ଧୁଗଣଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଖୈରା ଥାନା ଶ୍ୟାମ ସୁନ୍ଦର ପୁର ପଞ୍ଚାୟତ ରୁଢି ଡିହା ଗ୍ରାମ ରେ ତେବେ ବନ୍ଧୁଗଣ ମିଳି ଥିବା ସଂମ୍ପର୍ଣ୍ଣ ସୂଚନା ଅନୁସାରେ ଏହି ରୁଢି ଡିହା ଗ୍ରାମ ରେ ହେମନ୍ତ କୁମାର ନାୟକ ଙ୍କ 13 ବର୍ଷ ର ଜବାନ୍ ପୁଅ ମିହିର୍ ଏବଂ ସେହି ଗ୍ରାମର ଏକ ନବମ ଶ୍ରେଣୀ ଝିଅ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା ।tuuuti

ଏବଂ ପରେ ପରେ ଯୁବତୀ ଜଣଙ୍କ 7 ମାସ ର ଗର୍ଭବତୀ ରହି ଥିବାର ଯୁବତୀ ଙ୍କ ଘର ଲୋକ ମାନେ ଜାଣିବା ପାଇଁ ପାଇ ଥିଲେ , ଏବଂ ପରେ ପରେ ବନ୍ଧୁଗଣ ଏହି ଘଟଣା ଟି ଗ୍ରାମ ରେ ଚାଞ୍ଚଲ୍ୟ ଘଟେଇ ଦେଇ ଥିଲା ନାବାଳିକା ଙ୍କ ପରିବାର ଦୁଖଃ ଏବଂ କଷ୍ଟ ରେ ଭାଙ୍ଗି ପଡି ଥିଲେ , ମିଳି ଥିବା ସୂଚନା ରୁ ଜଣା ପଡିଛି ଉଭୟ ପ୍ରେମିକ ଏବଂ ପ୍ରେମିକା ଟିଉସନ ଯିବା ବାହାନା ରେ ଅନ୍ୟତ୍ର ଜାଇ ବୁଲାବୁଲି କରୁ ଥିଲେ ଏହି ବିଷୟ ରେ ଘର ଲୋକ ମାନେ ଜାଣି ସାରି ସେହି ଯୁବତୀ ଙ୍କୁ ପଚରା ଉଚୁରା କରିବାରୁ , ସେହି ଯୁବତୀ ଜଣଙ୍କ କହି ଥିଲେ କି ଗ୍ରାମ ର ମୀହିର୍ ଙ୍କ ସହିତ ତାଙ୍କର ପ୍ରେମ ସଂମ୍ପର୍କ ରହିଛିhjcukgik

, ଏହି ବିଷୟ ରେ ଯୁବତୀ ଙ୍କ ପରିବାର ଲୋକ ମାନେ ମୀହୀର ଙ୍କ ପରିବାର ଲୋକ ଙ୍କୁ ଜଣେଇବାରୁ ଏହି ସବୁ ସଂମ୍ପର୍ଣ୍ଣ ମିଥ୍ୟା ବୋଲି ମୀହିର୍ ଙ୍କ ପରିବାର ଲୋକ ମାନଙ୍କ ଆଗରେ ପ୍ରକାଶ କରି ଥିଲା । ଏହି କଥା କୁ ନେଇ ଯୁବତୀ ଙ୍କ ପରିବାର ଲୋକ ମାନେ ଗ୍ରାମ ର କିଛି ଭଦ୍ର ବ୍ୟକ୍ତି ଙ୍କୁ ଜଣେଇ ଥିଲେ ଏବଂ ପରେ ସେହି ଠାରେ ଗୋଟିଏ ବୈଠକ ବସି ଥିଲା , ଏବଂ ପରେ ମିହୀର ନିଜର ଭୁଲ ବିଷୟ

ରେ ସେହି ଠାରେ ଶୀକ୍ୱାର କରି ଥିଲା , ଏବଂ ପରେ ଭଦ୍ର ବ୍ୟକ୍ତି ମାନଙ୍କ ନିସ୍ପତି କିର୍ମେ ସେମାନଙ୍କୁ ବିବାହ କରିବାର ଅନୁମତି ଦେଇ ଥିଲେ , ହେଲେ ପର ଦିନ ମୀହିର୍ ବିବାହ କରିବ ବୋଲି କହି କେଉଁ ଆଡେ ଫେରାର ହୋଇ ଜାଇ ଥିଲା ଏବଂ ପରେ ଯୁବତୀ ଙ୍କ ପରିବାର ଲୋକ ମାନେ ସ୍ଥାନୀୟ ପଦର୍ଶନୀ ମହିଳା ସଙ୍ଘ କୁ ଖବର ଦେଇ ଥିଲେ ।

ଏବଂ ପରେ ପର ଦିନ ସକାଳେ ମହିଳା ସଙ୍ଗ ର ମୂଖ୍ୟ ସେଠାରେ ଆସି ପହଁଚିବା ସହିତ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବୁଝି ଥିଲେ ଏବଂ ପରେ ଉକ୍ତ ଯୁବତୀ ଙ୍କୁ ନେଇ ପୁଅ ଘରେ ପହଁଚି ଥିଲେ ଏବଂ ତାଙ୍କୁ ଯୁବତୀ ଙ୍କୁ ବୋହୁ ଭାବେ ଗ୍ରହଣ କରିବା ପାଇଁ କହି ଥିଲେ ଏବଂ ଏହାର ସହିତ ପୁଅ କୁ ବହୁତ ଜଲ୍ଦି ଖୋଜି କରି ବିବାହ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *