A Grade ହିରୋଇନ୍ ହୋଇ ବି ରେଖା କରି ସାରିଛନ୍ତି ଏମିତି କାମ ଜାହା ଆପଣ ଦେଖିଲେ ଆଖି ଉଠେଇ ପାରିବେ ନାହିଁ

ବନ୍ଧୁଗଣ ବଲିଉଡ୍ ର କୁଇନ୍ କୁହା ଯାଉ ଥିବା ରେଖା ଙ୍କ ଙ୍କ ବୟସ 65 ବର୍ଷ ଅଟେ ହେଲେ ଆଜିର ସମୟ ରେ ବି ତାଙ୍କର ସୁନ୍ଦର ତା କୁ ଦେଖି କେହି ବି କହିବେ ନାହିଁ କି ସେ 65 ବର୍ଷ ର । ସେ ତାଙ୍କ କେରିଅର ରେ 175 ଟି ଫିଲ୍ମ ରେ କାମ କରିଛନ୍ତି । ଏବଂ ଏହିଥି ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରା ଜାଇ ସାରିଛି । ସେମିତି ରେ ଆଜିର ଦିନରେ ତାଙ୍କର ସୁନ୍ଦରତା ପାଇଁ ହିଁବହୁତ ସୁନ୍ଦର ଅଭିନେତ୍ରୀ ମାନଙ୍କୁ ତଳକୁ ପକେଇ ଦେଇ ଥାନ୍ତି । ସେମିତିରେ ଆମେ ଆଜି ଆପଣ ମାନଙ୍କୁ ସେହି ରେଖା ଙ୍କ ଜିବନ ର ଏମିତି କିଛି ସତ୍ୟତା ବିଷୟ ରେ କହିବୁ ଯେଉଁଥି ପାଇଁ ଦିନେ ତାଙ୍କୁ ଲୋକ ପସନ୍ଦ କରୁ ନ ଥିଲେ ଏବଂ ଆପଣ ମାନେ ଏହି ବିଷୟରେ ଜାଣି ନ ଥିବେ ।

ଆପଣ ମାନଙ୍କୁ ଜଣେଇ ଦେବୁ କି ରେଖା ଜଣେ ଏମିତି ଅଦାକାରା ଅଟନ୍ତି ଜାହାଙ୍କ ଘର ମଧ୍ୟର ଭିଡ଼ିଓବା ଫୋଟ ଏବେ ଯାଏ ମିଡ଼ିଆ କୁ ଆସି ନାହିଁ। ତାଙ୍କର ଘର କୁ ବାଉଁସ ରେ କଭର କରା ଜାଇ ଥିବା ବେଳେ ତାଙ୍କ ଘର କୁ କିଛି ଲୋକ ମାନଙ୍କୁ ଯିବା ଆସିବାର ପର୍ମିସନ୍ ରହି ଥାଏ । ସେହିପରି ବର୍ଷ 1980 ରେ ଯେତେ ବେଳେ ରିସି କୋପୁର ଙ୍କ ବିବାହ ହେଉ ଥିଲା ତେବେ ସେହି ସମୟ ରେ ରେଖା ଧଳା ସାଢି ରେ ସେନ୍ସୁଆଲ ଭାବେ ଏଣ୍ଟ୍ରୀ କରି ଥିଲେ ।

ସେହିଥି ପାଇଁ ସେଠାରେ ଥିବା କ୍ୟମରା ମ୍ୟନ୍ ବି ବାହାଘର ଉପରୁ କ୍ୟମେରା ଉଠେଇ ରେଖା ଙ୍କ ଉପର କୁ ପକେଇ ଥିଲେ । ଏବଂ ସେଠାରେ ଅମିତାଭ୍ ବଚ୍ଚନ୍ ଏବଂ ଜୟା ବଚ୍ଚନ ରହି ଥିଲେ ତେବେ ରେଖା ସେଠାକୁ ଜାଇ ଜୟା ଙ୍କୁ କହି ଥିଲେ କି ତାଙ୍କର ପତି ଙ୍କୁ ତାଙ୍କୁ ଠାରୁ ଦୂୂରେଇ ରହିବା ପାଇଁ । ଏହି କଥା କୁ ନେଇ ବି ବହୁତ ବଡ ଲାଇମ୍ ଲାଇଟ୍ ରେ ରେଖା ରହି ଥିଲେ ରେଖା ଙ୍କ ମାତା ପିତା କେବେବି ।

ଜିବନ ରେ ବିବାହ କରି ନ ଥିବାରୁ ତାଙ୍କୁ କିଛି ସମୟ ରେ ନାଜାୟଜ୍ ବୋଲି କହି ଡକା ଯାଉ ଥିଲା । ଏବଂ ରେଖା ଙ୍କ ଉପରେ ବର୍ତମାନ ସମୟ ରେ ଦୁଇଟି ବହୀ ବି ଲେଖା ସରିଛି ପ୍ରଥମେ ଇୟୁ ରେଖା ଏବଂ ଦୁଇରେ ରେଖା ଦା ଅନ ଟୋଲ୍ଡ ଷ୍ଟୋରୀ ତେବେ ବହୁତ ସମୟ ରେ ରେଖା ଏମିତି ସବୁ କୋଣ୍ଟ୍ରଭର୍ସି କୁ ନେଇ ଚର୍ଚ୍ଚା ରେ ରହୁ ଥିବା ବେଳେ ।

ହେଲା ଏତେ ସବୁ ପରେ ବି ସେ ଆଜିର ଦିନ ରେ ଜଣେ A Grade ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି , ତେବେ ଏମିତି ମଧ୍ୟ ରେ ଆପଣ ମାନେ ଯଦି ଏମିତି ଭାବେ ରେଖା ଙ୍କ ଜିବନୀ ବିଷୟ ରେ ଏମିତି ଅନେକ ରୋଚକ କଥା ଜାଣିବା ପାଇଁ ଚାହାଁନ୍ତି ଏବଂ ଏହି ପରି ପୋଷ୍ଟ ପାଇଁ ଆପଣ ମାନେ ଦେଖିବା ପାଇଁ ଆମର ପେଜ୍ କୁ ଫୋଲ କରନ୍ତୁ ଉପରେ ତେବେ ଏମିତି ଭାବେ ପୋଷ୍ଟ ଆପଣ ମାନେ ଅତି ସହଜ ରେ ପାଇ ପାରିବେ ।

Love To Share

Leave a Reply

Your email address will not be published. Required fields are marked *