ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଅକ୍ଟୋବର 10 ତାରିଖ ରେ ଘୃର୍ଣି ବଳୟ ର ଆଶଂକା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ରେ ଏହି ଘୃର୍ଣି ବଳୟ ର ଆସଂକା କରିଛି ସ୍କାୟ ମେଟ , ତେବେ ଏହି ଘୃର୍ଣ୍ଣି ଝଡ ସୃଷ୍ଟି ହେବା ଠାରୁ ଆଣ୍ଡାମାନ ରେ ପ୍ରବଳ ମାତ୍ରା ରେ ବର୍ଷା ହେବା ସହିତ ପ୍ରଚୁତ ପବନ ବହିବ , ଏହା ଅଧିକ ଘନିଭୂତ ହୋଇ ଆଗକୁ ବଢିବ , ହେଲେ ଗୋଟିଏ ଆସ୍ୱସ୍ଥୀ ର କଥା ହେଲା କି ଏହା ଭାରତୀୟ ଉପକୂଳ କୁ ଛୁଇଁବ ନାହିଁ , ଏହା ଭାରତ ଉପକୂଳ ଠାରୁ ଦୂରେଇ ଅତି ଭୟଙ୍କର ବାତ୍ୟା ର ରୂପ ନେଇ ମିଆମାର ଏବଂ ବାଙ୍ଗଲାଦେଶ ରେ ମାଡ ହେବ ଏବେ ଠାରୁ ଲେଣ୍ଡଫଲ ଉପରେ ପୂର୍ବାନୁମାନ କରି ନାହିଁ ସ୍କାୟ ମେଟ । ତଥାପି ମିଆମାର ର ୟଙ୍ଗଗୁଲ ଏବଂ ବାଙ୍ଗଲାଦେଶ ର ଛିଟ୍କଙ୍ଗ ମଧ୍ୟ ରେ ଏହା ଲେଣ୍ଡ ଫଲ କରିବ ବୋଲି ଆଶଂକା ରହିଛି । ଏହା ମୈସୁମୀ ର ସମୟ ଅଟେ ଏବଂ ଏହି ସମୟ ରେ ନିଶ୍ଚିତ ଭାବେ ବାତ୍ୟା ର ସମ୍ଭାବନା ରହି ଥାଏ । ତେବେ ଏହି ଦିନ ରେ ସ୍କାୟମେଟ ର କହିବା ଅନୁସାରେ ଅକ୍ଟୋବର 18 ରେ ଗୋଟିଏ ଘୃର୍ଣ୍ଣି ବଳୟ ସୃଷ୍ଟି ହେବ ଏବଂ 22 ତାରିଖ ବେଳକୁ ଏହା ଲଘୁଚାପ ରେ ପରିଣତ ହେବ , 18 ତାରିଖ ରେ ଏହ ଡିପରେସନ ଏବଂ 22 ତାରିଖ ରେ ବିଗ୍ ଡିପରେସନ୍ ର ରୂପ ନେଇ 23 ତାରିଖ ବେଳକୁ ଏହା ଘୃର୍ଣ୍ଣି ଝଡ ରେ ପରିଣତ ହେବ ବୋଲି କହିଛି । ଏପଟେ ବର୍ତମାନ ସମୟ ରେ କେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କୋରନା ର ପରିସ୍ଥିତି ରହିଛି ।
ସେହି ପରି କ୍ଷେତ୍ର ରେ ଏହି ସମୟ ରେ ଆସୁ ଥିବା ଏହି ଘୂର୍ଣି ବଳୟ ନିଶ୍ଚିତ ଭାବେ ଆମ ମାନଙ୍କ ପାଇଁ ଗୋଟିଏ ଚେଲେଞ ରହିବ ବୋଲି ସ୍କାୟମେଟ କହିଛି ହେଲେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଘୂର୍ଣି ବଳୟ ଟି ବର୍ତମାନ ସମୟ ଦକ୍ଷିଣ ଆଣ୍ଡାମାନ ପାଖା ପାଖି ରହି ଥିବା ହେତୁ ଏହାର ପ୍ରଭାବ କେବଳ ବର୍ଷା ହେବ ବା ଏହାର ପ୍ରଭାବ ଅନ୍ୟ କ୍ଷେତ୍ର ରେ ଦେଖିବା ପାଇଁ ମିଳିବ ସେହି ବିଷୟ ରେ ଜାଣି ହୋଇ ନାହିଁ , ତେବେ ଆପଣ ମାନଙ୍କୁ କେ ବଳ ଏହି ସମୟ ରେ ନିଜକୁ ସୁରକ୍ଷିତ ରହିବା ପାଇଁ ପଡିବ ଏବଂ ଏହି ସମୟରେ ସାବଧାନତା ର ଅବଲମ୍ବନ କରିବା ପାଇଁ ପଡିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଆସନ୍ତା 10 ଦିନ ମଧ୍ୟ ରେ ସୃଷ୍ଟି ହେବାକୁ ଯାଉଛି ଏକ ଘୂର୍ଣ୍ଣିଂ ବଳୟ ଓଡ଼ିଶା କୁ ଦେଇ ପାରେ ବଡ ଚେଲେଞ୍ ।
