ଓଡିଆ ଫିଲ୍ମ ଆଇଟମ୍ ଗାର୍ଲ ରାନୀ ପଣ୍ଡା ଙ୍କ ପର୍ସିନାଲ ଫେମିଲି ଏବଂ ଭାଇରଲ ଫୋଟ ଦେଖନ୍ତୁ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କ ବିଷୟ ରେ କିଛି କହିବା ସହିତ ଆପଣ ମାନଙ୍କୁ ତାଙ୍କର ପରିବାର ରେ ରହି ଥିବା ମେମ୍ବର ଙ୍କ ବିଷୟ ରେ କହିବୁ ଏବଂ ଆପଣ ମାନଙ୍କୁ ଦେଖେଇବୁ ମଧ୍ୟ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦିନ ମାନଙ୍କ ରେ ବହୁତ ଗିଡିଏ ଆଲବମ୍ ଏବଂ ଫିଲ୍ମ ରେ କାମ କରି ସାରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଏବଂ ସେହି ପରି କ୍ଷେତ୍ର ରେ ରାନୀ ପଣ୍ଡା ଙ୍କ ଅଭିନୟ କୁ ବି ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି , ସେମିତି ରେ ଆପଣ ମାନେ ବି ଏହି କଥା କୁ ସଂମ୍ପର୍ଣ୍ଣ ଭାବେ ଜାଣି ଥିବେ ରାନୀ ପଣ୍ଡା ବର୍ତମାନ ସମୟ ରେ ଯାତ୍ରା ରେ ଆଇଟମ୍ ଡେନ୍ସ କରି ବହୁତ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ସେହି ଡେନ୍ସ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ପରି ହୁଅନ୍ତି , ସେମିତି ରେ ଆପଣ ମାନେ ଏଠାରେ ତାଙ୍କର ପରିବାର ଲୋକ ମାନଙ୍କ ସହିତ ସେମିତି କିଛି ଫୋଟ ଗୁଡିକ କୁ ବି ଦେଖି ପାରୁ ଥିବେ ଏବଂ ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କ ଅଭିନୟ କେମିତି ଲାଗେ ସେହି ବିଷୟ ରେ ଆମକୁ କମେଣ୍ଟ କରି ଜଣେଇ ଦେବେ ତଥା ତାଙ୍କ ପରିବାର ବିଷୟ ରେ କହିବା ତେବେ ପରିବାର ବାପା ମାଆ ଏବଂ ତାଙ୍କର ଦୁଇ ଭାଇ ରହିଛନ୍ତି , ତଥା ଏହା ସହିତ ସେ ଜଣେ ମିଡିଲ କ୍ଲାସ୍ ଫେମିଲି ସଦସ୍ୟ ଅଟନ୍ତି ତାଙ୍କର ପରିବାର ରେ ରାନୀ ପଣ୍ଡା ଙ୍କୁ ସବୁ ସଦସ୍ୟ ମାନେ ବହୁତ ଭଲ ମଧ୍ୟ ପାଆନ୍ତି ଏବଂ ତାଙ୍କର କାମ କୁ ସମ୍ମାନ ମଧ୍ୟ କରି ଥାନ୍ତି , ବିଗତ ଦିନ ରେ ରାନୀ ପଣ୍ଡା ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଏବଂ ଏହାକୁ ନେଇ ସେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ସଂମ୍ପର୍ଣ୍ଣ ବିବରଣୀ ଦେଇ ଥିଲେ ହେଲେ ସେ କାହାକୁ ବିବାହ କରିବା ପାଇଁ ଯାଉଛନ୍ତି ସେହି ବିଷୟ ରେ ଆଗାମୀ ସମୟ ରେ କହିବେ ବୋଲି କହିଛନ୍ତି । ତେବେ ଆପଣ ମାନେ ତ ଜାଣି ଥିବେ ବର୍ତମାନ ସମୟ ରେ ରାନୀ ପଣ୍ଡା କେଉଁଁ ପରି ଭାବେ ସୋସିଆଲ ମିଡ଼ିଆ ରେ ଛାଇ ହୋଇ ରହିଛନ୍ତି ଏବଂ ସେ ନିଜର ଫେନ୍ସ ମାନଙ୍କୁ ଏହି ଉପରେ ସଂଖିପ୍ତ ଟିପଣୀ ବି ଦେଇଛନ୍ତି ତେବେ ଆପଣ ମାନଙ୍କୁ କେମିତି ଲାଗେ ରାନୀ ପଣ୍ଡା ଙ୍କ ଗୀତ ଏବଂ ଅଭିନୟ କମେଣ୍ଟ କରିବେ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *